କୌ ଣସି କଥାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଅନ୍ଧ ଭାବରେ ବିଶ୍ୱାସ କରାଯାଉଥିବା ବିଧିବିଧାନକୁ ଆମେ ଅନ୍ଧବିଶ୍ୱାସ କହିଥାଉ, କିନ୍ତୁ ବିନା ପ୍ରମାଣରେ ଅନ୍ଧ ଭାବରେ କୌଣସି ବ୍ୟକ୍ତି ବା ଗୋଷ୍ଠୀର ବିଶ୍ୱାସକୁ ଅନ୍ଧବିଶ୍ୱାସ ଆଖ୍ୟା ଦେଉଥିବା ବସ୍ତୁବାଦୀ ଜ୍ଞାନ, ବିଜ୍ଞାନ ପଦବାଚ୍ୟ ହେବ କିପରି ? ଯେଉଁ ବିଧିବିଧାନ ବା ବ୍ୟବସ୍ଥାକୁ ବୈଜ୍ଞାନ…
ସୁ ଖରେ ବଞ୍ଚିବା, ମଣିଷ ଜୀବନର ପରମ ଓ ଚରମ ଅଭିଳାଷ । ଏଥିପାଇଁ ମଣିଷ ଜୀବନ କାଳ ଭିତରେ ଅର୍ଜନ କରିଥିବା ଧନ ଓ ଜ୍ଞାନକୁ ବିନିଯୋଗ କରିଥାଏ । ସୁଖ ପ୍ରାପ୍ତି ଆଶାରେ ସବୁ ପ୍ରୟାସ ସତ୍ତ୍ବେ ମହଣ ମହଣ ଦୁଃଖର ଭାରରେ ଆଜିର ମଣିଷଟି ନଇଁ ପଡୁଛି । ବିଜ୍ଞାନର ଉକୃଷ୍ଟ ଉଦ୍ଭାବନ ମଣିଷକୁ ସୁଖି କରିବାକୁ ସମର୍ଥ ହେଉନାହିଁ । ସବୁ ସୌଖିନ ସାମଗ୍ର…
ଆଦ୍ୟଭାଷ- ( ଯୁଗର ଧର୍ମ ‘ପରିବର୍ତ୍ତନ’ । ପୁରାତନ ଛାତି ଉପରେ ନୂତନର ଧୁର୍ମୂଷ ପ୍ରହାର, ପରିବର୍ତ୍ତନ ନାଁରେ ନୂତନର ଆଁ ଭିତରେ ଲୁପ୍ତ ମଣିଷପଣ, ଆବେଗ, ଆଦର୍ଶ, ମାନବିକତା ପୁଣି ଏ ନବ ଯୁଗରେ ଅର୍ଥଠୁ ବି ଅର୍ଥହୀନ ଜହ୍ନଁରାତିର ଶୀତଳ ଜ୍ୟୋସ୍ନା, ବନର ମର୍ମର, ଝରଣାର କୁଳୁକୁଳୁ ନାଦ । ପ୍ରକୃତି ଆଖିର ଲୁହ ପିଇ ପିଇ ନବ ଯୁଗ ମଣିଷ ମାତାଲ ହ…
ଚୁ ପ୍ ଚୁପ୍ ସେ ଆସି ଠିଆ ହେଲା ମୋ ପଛରେ । କ’ଣ କେଜାଣି ଗୋଟେ ଧରିଥିଲା ହାତରେ । ନିଃଶବ୍ଦରେ ଠିଆହେଲା ପ୍ରାୟ ଦୁଇ ମିନିଟ । ତା ପରେ…. ସମୟ ସକାଳ ସାତଟା । ସୂର୍ଯ୍ୟଙ୍କୁ ମୁହଁ କରି ବସିଥିଲି ମୁଁ । ପବନର ଗତିଥିଲା ବେଶ୍ ଧିମା । ସାମ୍ନାରେ ଥିବା ନଡ଼ିଆ ଗଛର ଛାଇ ପଡୁଥିଲା ମୋ ମୁହଁରେ । ଅଧା ଛାଇ ଅଧା ଆଲୁଅରେ ଚୌକିରେ ବସି ଶୀତ ସକା…
ସା ନ୍ଦେଈ ମତେ ଏମିତି ଚାହିଁଲା, ଯେମିତି ଗୋଟେ ମସ୍ତବଡ଼ ଅପରାଧ କରି ପକାଇଛି; ମୋ ଭୁଲର କ୍ଷମା ନାହିଁ । ତ’ ମୁଁ ଆଉ ଘର ଭିତରକୁ ନଯାଇ ଶ୍ରୀକୃଷ୍ଣ ବଂଶୀ ବଜାଇବା ମୁଦ୍ରାରେ କାନ୍ଥକୁ ଆଉଜି ଠିଆ ହେଲି । ମୋ ଡାହାଣ ପାଦ ବୁଢ଼ା ଆଙ୍ଗୁଠିରେ ମାଟିରେ ଚିତ୍ର ଆଙ୍କିଲି । – ସେଠି କ’ଣ ଗୋଡ଼ ଭାଙ୍ଗି ଠିଆ ହେଲୁ ? ଆ ଭିତରକୁ, ତୋ ରଂଗ ଛଡ଼ଉଛି …
ମା' ଆସିବେ । ପାଞ୍ଚ କୋଶ ଦୂରକୁ ଶୁଭୁଛି କାହାଳୀ । ମା' କୁସୁମେଇ ପୀଠ ଉଠୁଛି ପଡୁଛି । ପୂରା କଣ୍ଟାବଣିଆ ଗାଁ’ରେ ଭର୍ତ୍ତି ହୋଇଛନ୍ତି କୁଣିଆମୈତ୍ର । ଗୋବରରେ ଗଂଗାପାଣି ମିଶେଇ ମା'ଙ୍କ ଶାଳ ଚାରିପାଖ ଲିପାପୋଚ୍ଛା ହୋଇଛି । ଦୂରଦୂରାନ୍ତରୁ ଆସିଥିବା ହଜାରେ ସରିକି ଭକ୍ତଙ୍କ କୋଳାହଳରେ କମ୍ପୁଛି ଗାଁ । ଭକ୍ତ ଓ ଶ୍ରଦ୍ଧାଳୁ…
ରା ସ୍ତା ମଝିରେ ପାଣି ଧାରଟିଏ ଲମ୍ବିଥିଲା ଆଗକୁ । ଗାଁ ମଣ୍ଡପ ଯାଏ । ପାଣିଧାରକୁ ଆଡ଼େଇ ଦୁଇ ପଟେ ଯାଉଥିଲେ ପଦଯାତ୍ରୀ, ସାଇକଲ, ମଟର ସାଇକଲ ଆରୋହୀ । ଅନ୍ୟମନସ୍କ ସାଇକଲ ଆରୋହୀଙ୍କ ସାଇକଲ ଚକ ବେଳେବେଳେ ପଶିଯାଉଥିଲା କାଦୁଅ ଭିତରକୁ । ଲଟ୍ପଟ୍ ହୋଇଯାଉଥିଲା ଚକ ଆଉ ପାଦ । ଅପରିଚିତ ଲୋକଙ୍କ ଅବିରାମ ଗତିକୁ ମଣ୍ଡପରେ ବସି ଦେଖୁଥିଲେ ଅବସ…
Copyright © 2022-2023 Prakash Ranjan Parida All Rights Reserved